ରାଜଧାନୀରୁ ନିଖୋଜ ହୋଇଗଲେ ବୟସ୍କ ବ୍ୟକ୍ତି। ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ବେଳେ ସେଠାରୁ ନିଖୋଜ ହୋଇଯାଇଛନ୍ତି ଜୟଦେବ ସାମଲ। ତାଙ୍କ ଘର କେନ୍ଦ୍ରାପଡା। ବୟସ ପାଖାପାଖି ୫୭ ବର୍ଷ ହେବ। ପରିବାର ଲୋକେ ଯେତେ ଖୋଜାଖୋଜି କଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନି। ଖଣ୍ଡଗିରି ଥାନା ପୋଲିସ ମାମଲା ରୁଜୁ କରି ତନାଘନା କରୁଛି।
Published By: Chinmayee Sahoo
Last updated: 16 August 2025, 10:24 AM IST




