ଯାତ୍ରୀଙ୍କ ପାଇଁ ନାହିଁ ବସ୍ ପ୍ରତୀକ୍ଷାଳୟ। ୧୬ ନମ୍ବର ଜାତୀୟ ରାଜପଥ ପିତାପଲି ଛକଠାରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଯାତ୍ରୀଙ୍କ ସୁବିଧା ପାଇଁ ନାହିଁ ବସ୍ ପ୍ରତୀକ୍ଷାଳୟ। ବସ୍ ରହଣି ସ୍ଥାନଗୁଡ଼ିକରେ ନୂଆ ପ୍ରତୀକ୍ଷାଳୟ ନିର୍ମାଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସେପଟେ ଲୋକଙ୍କ କାମରେ ନଆସି ଜରାଜୀର୍ଣ୍ଣ ସାଜିଛି ସମସ୍ତ ପୁରୁଣା ବସ୍ ପ୍ରତୀକ୍ଷାଳୟ।
Published By: Chinmayee Sahoo
Last updated: 16 August 2025, 10:22 AM IST




