ଅମ୍ବାନୀଙ୍କ ଆଣ୍ଟିଲିଆରେ ଅଶୋକଙ୍କ ଗଣେଶ
ଦେଶର ସବୁଠାରୁ ବଡ ଧନୀ ମୁକେଶ ଅମ୍ବାନୀ ଘରେ ଲାଗିଲା ଓଡ଼ିଶାର କଳାକୃତି। ମୁମ୍ବାଇସ୍ଥିତ ଅମ୍ବାନୀଙ୍କ ବାସସ୍ଥାନ ଆଣ୍ଟିଲିଆରେ ସ୍ଥାନ ପାଇଛି ଓଡ଼ିଶା ସ୍ଥପତି ଅଶୋକ ସାହୁଙ୍କ ପଥର ମୂର୍ତ୍ତି। ତେବେ ପାଖାପଖି ୮ ଫୁଟ ଉଚ୍ଚର ଶ୍ରୀଗଣେଶଙ୍କ ପ୍ରତିମା କିଭଳି ଭାବେ ଓଡ଼ିଶାରୁ ମୁମ୍ବାଇ ଗଲା ଦେଖନ୍ତୁ ଓଟିଭିର ଏହି Exclusive ରିପୋର୍ଟରେ…
Published By: Chinmayee Sahoo
Last updated: 16 August 2025, 10:37 AM IST
RELATED VIDEOS
Other Videos
ଆପଣ ଫୋନ୍ ପେ ’, ଗୁଗଲ୍ ପେ ’ କିମ୍ବା ପେଟିଏମ୍ ବ୍ୟବହାର କରୁଛନ୍ତି କି? ତେବେ ଏହି ଖବର ଆପଣଙ୍କ ପାଇଁ। ପେମେଣ୍ଟ୍ ସିଷ୍ଟମ୍ରେ UPI କରିଛି ବଡ ପରିବର୍ତ୍ତନ। ଆଉ କାମ ଦେବନି P2P ଫିଚର୍। ଅର୍ଥାତ୍ ଆପଣ ଆଉ ସିଧାସଳଖ ଟଙ୍କା ପଠାଇ ପାରିବେ ନାହିଁ।





