କିମଙ୍କ ଯୁଗ ଶେଷ

କିମଙ୍କ-ଯୁଗ-ଶେଷ

ବେଶ ଚର୍ଚ୍ଚିତ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍। ୨୦୧୧ରୁ ଉତ୍ତର କୋରିଆରେ ରାଜ କରୁଛନ୍ତି କିମ୍। କିନ୍ତୁ ଏବେ ଅନ୍ତ ହେବାକୁ ଯାଉଛି କିମ୍ ଜଙ୍ଗ ଉନଙ୍କ ଯୁଗ। କୁହାଯାଉଛି ଖୁବଶୀଘ୍ର ଉତ୍ତର କୋରିଆକୁ ନୂଆ ଉତ୍ତରାଧିକାରୀ ମିଳିପାରେ । ନ୍ୟୁ ୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରୁ ଏଭଳି ଜଣାପଡ଼ିବା ପରେ ଚର୍ଚ୍ଚା ଜୋର ଧରିଛି । ଅତିଶୀଘ୍ର ଖୋଦ୍ କିମ୍ ନିଜ ଉତ୍ତରାଧୀକାରୀଙ୍କ ନାଁ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ତେବେ କିଏ ହେବେ କିମଙ୍କ ଉତ୍ତରାଧିକାରୀ ?

Published By: Chinmayee Sahoo

Last updated: 16 August 2025, 10:38 AM IST

Scroll to Top