ଓଡ଼ିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଆଶା ପୁଣି ଦୋହରାଇଲେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ

ଓଡ଼ିଶାରେ-ବେଦାନ୍ତ-ବିଶ୍ୱବିଦ୍ୟାଳୟ-ଆଶା-ପୁଣି-ଦୋହରାଇଲେ-ବେଦାନ୍ତ-ମୁଖ୍ୟ-ଅନୀଲ-ଅଗ୍ରୱାଲ

ଭୁବନେଶ୍ବର ୧୦: ଓଡ଼ିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଆଶା ପୁଣି ଦୋହରାଇଲେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ କହିଲେ ସବୁ ରାଜ୍ୟ ମୋ ପଛରେ ପଡିଛନ୍ତି କିନ୍ତୁ ମୋ ହୃଦୟରେ ଓଡିଶା ଅଛି ଆନ୍ଧ୍ର, ବିହାର ସବୁବେଳେ ଲାଗିଛନ୍ତି ଆମ ଦେଶର ଲକ୍ଷ ଛାତ୍ରୀଛାତ୍ରୀ ବିଦେଶରେ ପଢୁଛନ୍ତି ଜମି ଆମର ଅଛି,ଡ଼ିଶା ଲୋକଙ୍କ ସମର୍ଥନ ଦରକାର । ୨ ଲକ୍ଷ କୋଟିର ପ୍ରକଳ୍ପ ସୁପ୍ରିମକୋର୍ଟ ରାୟକୁ ସମୀକ୍ଷା କରିବୁ ଡ଼ିଶା ଲୋକ ସାଥିରେ ରହିଲେ ସାଙ୍ଗରେ ଆଗକୁ ଯିବା

ମୁଖ୍ୟମନ୍ତ୍ରୀ ବହୁତ ଭଲ ଲୋକ   କହିଲେ ବିଶ୍ୱବିଦ୍ୟାଳୟ ବନିବ ତ ଓଡ଼ିଶାରେ ବନିବ ଆପଣଙ୍କୁ ଆଉ କେଉଁଠି ଯିବାର ଆବଶ୍ୟକତା ନାହିଁ ପୁରୀରେ ହେବ କି କେଉଁଠି ହେବ ଆମେ ଓଡ଼ିଶା ଲୋକଙ୍କ ଜନମତ ସହ କରିବୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ।

ସେପଟେ, ଓଡ଼ିଶାରେ ବେଦାନ୍ତ କରିବ ସବୁଠୁ ବଡ଼ ପ୍ରକଳ୍ପ ଢେଙ୍କାନାଳରେ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ । ୩୦ ଲକ୍ଷ ଟନ୍‌ର ଆଲୁମିନିୟମ୍ ପ୍ଲାଣ୍ଟ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଏକ ମାସରେ ଜମି ମିଳିଲେ ରୁ ମାସ ଭିତରେ କାମ ଆରମ୍ଭ ହେବ ୩୦ରୁ ୪୦ ହଜାର ଲୋକ କାମ ପାଇବେ ପ୍ରକଳ୍ପ କାମ ସରିବାକୁ ରୁ ସାଢେ ବର୍ଷ ଲାଗିବ

ମୁଖ୍ୟମନ୍ତ୍ରୀ କହିଲେ ମାସରେ ଜମି ଦେବେ ଏବଂ ସମସ୍ତ କ୍ଲିୟରନ୍ସ ମଧ୍ୟ ହୋଇଯିବ ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, କଳାହାଣ୍ଡି ନିୟମଗିରି ଜଶୁଣାଣି  ଖୁବ୍‌ଶୀଘ୍ର କରିବେ କଳାହାଣ୍ଡିରେ ଲୋକଙ୍କୁ ଖଣିରେ କାମ ମିଳୁ ସେ କାମକୁ ମୁଖ୍ୟମନ୍ତ୍ରୀ ଆଗକୁ ବଢେଇବେ ବୋଲି କହିଛନ୍ତି କଳାହାଣ୍ଡିରେ କୌଣସି ବିରୋଧ ନାହିଁ କେବଳ ରାଜନୈତିକ ବିରୋଧ ଓଡ଼ିଶାରେ ଏମିତି ହୁଏନି ଓଡ଼ିଶାରେ ଆମର ଲୋକଙ୍କୁ କାମ ଦରକାର ରୋଜଗାର ଦରକାର କଳାହାଣ୍ଡି ଯାଇକି ଦେଖନ୍ତୁ କେମିତି ପ୍ରଗତି ହୋଇଛି

ଅନୀଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ ବେଳେ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବଙ୍କ ସହ ବେଦାନ୍ତର ଅଧିକାରୀ ମାନେ ଉପସ୍ଥିତ ଥିଲେ

Scroll to Top