ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଜରୁରୀ ବୈଠକ ଡ଼ାକିଲେ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ଗୃହ ସଚିବ ଓ ପୋଲିସ ଡିଜି

ଆଇନ-ଶୃଙ୍ଖଳା-ସ୍ଥିତିକୁ-ନେଇ-ଜରୁରୀ-ବୈଠକ-ଡ଼ାକିଲେ-ମୁଖ୍ୟମନ୍ତ୍ରୀ,-ଉପସ୍ଥିତ-ରହିବେ-ଗୃହ-ସଚିବ-ଓ-ପୋଲିସ-ଡିଜି

ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଜରୁରୀ ବୈଠକ ଡ଼ାକିଲେ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ଗୃହ ସଚିବ ଓ ପୋଲିସ ଡିଜି

Published By : Prameya-News7 Bureau | August 08, 2025 IST

ଭୁବନେଶ୍ବର ୮।୮: ରାଜ୍ୟରେ ବଢ଼ୁଛି ଅପରାଧ । ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜରୁରୀ କାଳୀନ ବୈଠକ ଡ଼ାକିଛନ୍ତି । ଶୁକ୍ରବାର ଅପରାହ୍ନ ୩ଟାରେ ଲୋକସେବା ଭବନରେ ବସିବ ଏହି ଜରୁରୀ ବୈଠକ । ଏହି ବୈଠକରେ ଗୃହ ସଚିବ ଉପସ୍ଥିତି ରହିବେ । 

ସେପଟେ ରାଜ୍ୟର ବର୍ଷକର ତଥ୍ୟ ଧରି ବୈଠକକୁ ଆସିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଓ ଗୁଇନ୍ଦା ଡିଜି ମଧ୍ୟ ସ୍ୱତନ୍ତ୍ର ରିପୋର୍ଟ ଦେବାକୁ ରହିଛି ନିର୍ଦ୍ଦେଶ ।

You Can Read:

ବୁଲେଟ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଘଟଣାସ୍ଥଳରେ ମାମୁଁ-ଭଣଜାଙ୍କ ମୃତ୍ୟୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top