ଭୁବନେଶ୍ୱରରେ ହଠାତ ଶୀତ କମିବା ସହ ବଢ଼ିଲା ତାପମାତ୍ରା। ରାତି ତାପମାତ୍ରା ବଢ଼ିବା ସହ ଶୀତ ଗାଏବ। ୨ ଦିନ ଭିତରେ ରାଜଧାନୀରେ ୬.୬ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇଛି।
![]()
/odishatv-khabar/media/media_files/2025/11/20/winter-2025-11-20-10-38-24.jpg)
Winter Photograph: (OTV)
ଲଗାତାର କିଛି ଦିନ ଧରି ରାଜ୍ୟରେ ଶୀତ ଲହରୀ ଚାରି ରହିଥିବା ବେଳେ ଏବେ ରାଜଧାନୀରୁ ଶୀତ ଗାଏବ। ଭୁବନେଶ୍ବରରେ କମିଛି ଶୀତ। ଭୁବନେଶ୍ୱରରେ ହଠାତ ଶୀତ କମିବା ସହ ବଢ଼ିଛି ତାପମାତ୍ରା। ରାତି ତାପମାତ୍ରା ବଢ଼ିବା ସହ ଶୀତ ଗାଏବ ହୋଇଯାଇଛି।
ଗତ ୧୮ ଓ ୧୯ ତାରିଖରେ ରାଜଧାନୀରେ ଆକାଶ ପ୍ରାୟ ମେଘ ଶୂନ୍ୟ ଥିବା ବେଳେ ଏବେ ହଠାତ ଆକାଶରେ ବାଦଲ ଦେଖିବାକୁ ମିଳିଛି। ଏହା ଦ୍ବାରା ଭୁବନେଶ୍ବରରେ ରାତି ତାପମାତ୍ରା ବଢ଼ିଛି । ତେବେ ୨ ଦିନ ଭିତରେ ରାଜଧାନୀରେ ୬.୬ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ଘଟିଛି।
• ରାଜଧାନୀରେ କମିଲା ଶୀତ
• ଭୁବନେଶ୍ୱରରେ ହଠାତ ଶୀତ କମିବା ସହ ବଢ଼ିଲା ତାପମାତ୍ରା
• ରାତି ତାପମାତ୍ରା ବଢ଼ିବା ସହ ଶୀତ ଗାଏବ
• ଗତ ୧୮ ଓ ୧୯ରେ ରାଜଧାନୀରେ ଆକାଶ ମେଘ ଶୂନ୍ୟ ଥିଲା
• ଏବେ ହଠାତ ଆକାଶରେ ବାଦଲ ଆସିବା ସହ ରାତି ତାପମାତ୍ରା ବଢ଼ିଲା
• ୨ ଦିନ ଭିତରେ ରାଜଧାନୀରେ ୬.୬ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି




