ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୮ ତାରିଖ ସୋମବାର । ଚନ୍ଦ୍ର- ବୃଷ ଦିବା ୦୨.୪୦ ଗତେ ମିଥୁନ । ତିଥି – ୧୦ମୀ ସନ୍ଧ୍ୟା ୦୫.୨୨ ଗତେ ୧୧ଶୀ । ଘାତଚନ୍ଦ୍ର- ବିଛା ରାଶିର , ଦିବା ୦୨.୪୦ ଗତେ କନ୍ୟା ରାଶିର । ଘାତବାର – ମିଥୁନ ରାଶିର । ପୁଷ୍କର ଦୋଷ – ନାସ୍ତି
Credit: OTV
Panchang

ଶୁଭ ସମୟ-
Also Read
ପ୍ରାତଃ – ୦୫.୩୧ ରୁ ୦୭.୦୬
ଦିବା – ୧୦.୩୪ ରୁ ୦୧.୦୬
ଦିବା – ୦୪.୩୪ ରୁ ୦୫.୧୮
ସନ୍ଧ୍ୟା – ୦୬.୫୪ ରୁ ୦୯.୧୧
ରାତ୍ରି – ୧୧.୫୦ ରୁ ୦୨.୨୯
ଅଶୁଭ ସମୟ –
ରାହୁକାଳ – ପ୍ରାତଃ ୦୭.୦୬ ରୁ ୦୮.୪୦
କାଳବେଳା – ପ୍ରାତଃ ୦୭.୦୬ ରୁ ୦୮.୪୦
ବାରବେଳା- ଦିବା ୦୨.୫୯ ରୁ ୦୪.୩୪
କାଳରାତ୍ରି- ରାତ୍ରି ୧୦.୨୫ ରୁ ୧୧.୫୦