Today Panchang 13th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-13th-august-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୩ ତାରିଖ ବୁଧବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୪ର୍ଥୀ ପ୍ରାତଃ ୦୬.୩୬ ଗତେ ୫ମୀ ରାତ୍ରି ୦୪.୨୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତବାର –  କର୍କଟ ରାଶିର । ପୁଷ୍କର ଦୋଷ – ନାସ୍ତି ।

Chinmayee Sahoo

  • Published: Wednesday, 13 August 2025
  • Last updated: 13 August 2025, 08:16 AM IST

PanchangCredit: OTV

Panchang

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୩ ତାରିଖ ବୁଧବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୪ର୍ଥୀ ପ୍ରାତଃ ୦୬.୩୬ ଗତେ ୫ମୀ ରାତ୍ରି ୦୪.୨୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତବାର –  କର୍କଟ ରାଶିର । ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ-

ପ୍ରାତଃ – ୦୫.୩୦ ରୁ ୦୭.୧୧

Also Read

ଦିବା – ୧୦.୧୬ ରୁ ୧୧.୨୬
ଦିବା – ୦୧.୫୮ ରୁ ୦୫.୨୨
ସନ୍ଧ୍ୟା – ୦୬.୫୮ ରୁ ୧୦.୪୩
ରାତ୍ରି – ୦୧.୪୪ ରୁ ୦୨.୪୦
ରାତ୍ରି – ୦୪.୦୫ ରୁ ୦୫.୩୦

ଅଶୁଭ ସମୟ – 

ରାହୁକାଳ – ଦିବା ୧୧.୫୧ ରୁ ୦୧.୨୬
କାଳବେଳା – ଦିବା ୦୮.୪୦ ରୁ ୧୦.୧୬
ବାରବେଳା- ଦିବା ୧୧.୫୧ ରୁ ୦୧.୨୬
କାଳରାତ୍ରି- ରାତ୍ରି ୦୨.୪୦ ରୁ ୦୪.୦୫

ଓଟିଭି ହ୍ଵାଟ୍ସଅପ

Scroll to Top