ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୧ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି – ୨ୟା ଦିବା ୧୦.୩୪ ଗତେ ୩ୟା । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର – ମିଥୁନ ରାଶିର । ପୁଷ୍କର ଦୋଷ– ୧ପାଦ-ପଶୁସମ୍ପଦନାଶ-ଅନ୍ନଦାନ ଦିବା ୧୦.୩୪ ପର୍ଯ୍ୟନ୍ତ,ତା’ପରେ ଦିବା ୧୨.୫୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
Credit: OTV
Panchang

ଶୁଭ ସମୟ-
ପ୍ରାତଃ – ୦୫.୨୯ ରୁ ୦୭.୦୫
Also Read
ଦିବା – ୧୦.୩୫ ରୁ ୦୧.୦୮
ଦିବା – ୦୪.୩୮ ରୁ ୦୫.୨୩
ସନ୍ଧ୍ୟା – ୦୬.୫୯ ରୁ ୦୯.୧୪
ରାତ୍ରି – ୧୧.୫୧ ରୁ ୦୨.୨୯
ଅଶୁଭ ସମୟ –
ରାହୁକାଳ – ପ୍ରାତଃ ୦୭.୦୫ ରୁ ୦୮.୪୦
କାଳବେଳା – ପ୍ରାତଃ ୦୭.୦୫ ରୁ ୦୮.୪୦
ବାରବେଳା- ଦିବା ୦୩.୦୨ ରୁ ୦୪.୩୮
କାଳରାତ୍ରି- ରାତ୍ରି ୧୦.୨୭ ରୁ ୧୧.୫୧