Students Eats On Road: ସ୍କୁଲରେ ତାଲା, ରାସ୍ତାରେ ଖାଇଲେ ପିଲା

students-eats-on-road:-ସ୍କୁଲରେ-ତାଲା,-ରାସ୍ତାରେ-ଖାଇଲେ-ପିଲା
  • Home
  • Videos
  • Odisha
  • Students Eats On Road: ସ୍କୁଲରେ ତାଲା, ରାସ୍ତାରେ ଖାଇଲେ ପିଲା

ସ୍କୁଲରେ ପଡ଼ିଲା ତାଲା, ରାସ୍ତାରେ ମଧ୍ୟାହ୍ନ ଭୋଜନ କଲେ ପିଲାଏ। ପ୍ରଧାନ ଶିକ୍ଷକଙ୍କ ବଦଳି ଦାବୀରେ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ। ଗେଟ ଆଗରେ ବହି ବସ୍ତାନୀ ଧରି ପାଠ ପଢ଼ିଲେ ଆଉ ରାସ୍ତା ଉପରେ ମଧ୍ୟାହ୍ନ ଭୋଜନ କଲେ ଛାତ୍ରଛାତ୍ରୀ।

Published By: Chinmayee Sahoo

Last updated: 17 September 2025, 12:50 PM IST

Other Videos

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନରେ ଭୁବନେଶ୍ବରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ। ଏଥିରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମାଷ୍ଟରକ୍ୟାଣ୍ଟିନ ଛକରେ ମୁଖ୍ୟମନ୍ତ୍ରୀ ନିଜେ ଝାଡ଼ୁ ଧରି ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ଶୁଣନ୍ତୁ ଏନେଇ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ…

Mohan Majhi

Top stories

Copyright © 2025 – Odisha Television Limited All Rights Reserved.

Scroll to Top