Naxal Ceasefire: ନକ୍ସଲଙ୍କ ବଡ ଘୋଷଣା

naxal-ceasefire:-ନକ୍ସଲଙ୍କ-ବଡ-ଘୋଷଣା

ଅସ୍ତ୍ରବିରତି ଘୋଷଣା କଲେ ନକ୍ସଲ! ଜାତୀୟ ଗଣମାଧ୍ୟମରେ ଏମିତି କିଛି ବଡ଼ ଖବର ସାମ୍ନାକୁ ଆସିଛି। ସିପିଆଇ-ମାଓବାଦୀ ଘୋଷଣା କରିଛନ୍ତି ଅସ୍ତ୍ରବିରତି।

Published By: Chinmayee Sahoo

Last updated: 17 September 2025, 12:46 PM IST

RELATED VIDEOS

Other Videos

ମୋଦି ଏପରି ଜଣେ ନେତା ଯାହାଙ୍କ ନେତୃତ୍ୱର ଆଧାରରେ ଗତ ୧୧ବର୍ଷ ଭିତରେ ରାଷ୍ଟ୍ରର ଉତ୍ ଥାନ ଓ ଜନତାଙ୍କ କଲ୍ୟାଣ ଜଳଜଳ ଦୃଶ୍ୟମାନ ହୋଇଛି । ତାଙ୍କ ନେତୃତ୍ୱର ବିଶେଷତା ହେଉଛି ସେ ନିଜ ଶାସନରେ ସମାଜର ସବୁ ବର୍ଗଙ୍କ ଭାଗୀଦାରି ସୁନିଶ୍ଚିତ କରିବାର ଦୃଷ୍ଟିକୋଣ ରଖିନ୍ତି। ତାଙ୍କ ସମୟରେ ଗରିବ-କଲ୍ୟାଣକୁ କେନ୍ଦ୍ରରେ ରଖି ଅନେକ ଯୋଜନା କେବଳ ଆରମ୍ଭ କରାଯାଇନି ବରଂ ସଫଳତାପୂର୍ବକ ଲକ୍ଷ୍ୟ ମଧ୍ୟ ହାସଲ କରାଯାଇଛି।

Modi

Top stories

Copyright © 2025 – Odisha Television Limited All Rights Reserved.

Scroll to Top