Missing Lady Constable: ଏଇ ଗାଡ଼ିରେ ଶୁଭମିତ୍ରାଙ୍କୁ ନେଇଥିଲା ପ୍ରେମିକ

missing-lady-constable:-ଏଇ-ଗାଡ଼ିରେ-ଶୁଭମିତ୍ରାଙ୍କୁ-ନେଇଥିଲା-ପ୍ରେମିକ
  • Home
  • Videos
  • Odisha
  • Missing Lady Constable: ଏଇ ଗାଡ଼ିରେ ଶୁଭମିତ୍ରାଙ୍କୁ ନେଇଥିଲା ପ୍ରେମିକ

କେନ୍ଦୁଝର ଘଟଗାଁ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ଯାହାକି ରାଜଧାନୀରୁ ନିଖୋଜ ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ବୋଲି ସନ୍ଦେହ କରାଯାଉଛି। ତେବେ ଏ ନେଇ ପୋଲିସ୍ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହ ମୃତଦେହକୁ ଉଦ୍ଧାର କରି ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି।

Published By: Chinmayee Sahoo

Last updated: 17 September 2025, 01:06 PM IST

Other Videos

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନରେ ଭୁବନେଶ୍ବରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ। ଏଥିରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମାଷ୍ଟରକ୍ୟାଣ୍ଟିନ ଛକରେ ମୁଖ୍ୟମନ୍ତ୍ରୀ ନିଜେ ଝାଡ଼ୁ ଧରି ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ଶୁଣନ୍ତୁ ଏନେଇ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ…

Mohan Majhi

Top stories

Copyright © 2025 – Odisha Television Limited All Rights Reserved.

Scroll to Top