Bali Harachandi Gang-Rape Case: ବ୍ରହ୍ମଗିରି ଗଣଦୁଷ୍କର୍ମ ମାମଲାରେ ବଡ ଖବର

bali-harachandi-gang-rape-case:-ବ୍ରହ୍ମଗିରି-ଗଣଦୁଷ୍କର୍ମ-ମାମଲାରେ-ବଡ-ଖବର
  • Home
  • Videos
  • Crime
  • Bali Harachandi Gang-Rape Case: ବ୍ରହ୍ମଗିରି ଗଣଦୁଷ୍କର୍ମ ମାମଲାରେ ବଡ ଖବର

ପୁରୀ ବ୍ରହ୍ମଗିରି ବାଲିହରଚଣ୍ଡିରେ ଗଣଦୁଷ୍କର୍ମ ମାମଲାରେ ପୋଲିସର ଖୋଳତାଡ଼। ମୁଖ୍ୟ ଅଭିଯୁକ୍ତ କାଳିଆ ଓରଫ ମନୋଜ ବେହେରାକୁ ଆଜି କୋର୍ଟ ଚାଲାଣ କରାଯିବ। ଘଟଣାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଥିଲା ।

Published By: Chinmayee Sahoo

Last updated: 17 September 2025, 01:02 PM IST

Other Videos

ପୀଡ଼ିତା ମହିଳା ଜଣକ ପୋଲିସକୁ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ବଜାରକୁ ନେଇଯାଇଥିଲେ । ମୋମୋ ଖାଇବାକୁ ଦେଇଥିଲେ ଏବଂ ଖାଇବା ପରେ ସେ ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲେ।

gangrape

Top stories

Copyright © 2025 – Odisha Television Limited All Rights Reserved.

Scroll to Top