Published By: Deepak – Prameya-News7 Bureau | April 01, 2026 09:33 PM
NEWS7
LSG vs DC IPL 2026: ଆଇପିଏଲ୍ ୨୦୨୬ର ପଞ୍ଚମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ମୌ ସୁପର ଜାଏଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ନିଜର ଘରୋଇ ମାଟିରେ ପ୍ରଥମେ ବ୍ୟାଟିଂ କରିଥିବା ଏଲଏସଜି ୧୪୧ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଅବଦୁଲ ସାମଦ ସର୍ବାଧିକ ୩୬ ରନ କରିଥିବା ବେଳେ ମିଚେଲ୍ ମାର୍ଶ ୩୫ ରନ କରିଛନ୍ତି। ଦିଲ୍ଲୀ ସମ୍ମୁଖରେ ରହିଛି ୧୪୨ ରନର ସହଜ ବିଜୟ ଲକ୍ଷ୍ୟ। ବୋଲିଂରେ ଡିସି ପକ୍ଷରୁ ଲୁଙ୍ଗି ଏନଗିଡି ଓ ଟି ନଟରାଜନ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଛନ୍ତି।
Updating…
Tags: prameyanews7 IPL 2026




