ପିଲାଙ୍କ ସୁରକ୍ଷା ଶିକ୍ଷା ବିଭାଗର ପ୍ରାଥମିକତା, ଖରା ନକମିଲେ ବଢ଼ିପାରେ ସ୍କୁଟ ଛୁଟି

ପିଲାଙ୍କ-ସୁରକ୍ଷା-ଶିକ୍ଷା-ବିଭାଗର-ପ୍ରାଥମିକତା,-ଖରା-ନକମିଲେ-ବଢ଼ିପାରେ-ସ୍କୁଟ-ଛୁଟି

ପିଲାଙ୍କ ସୁରକ୍ଷା ଶିକ୍ଷା ବିଭାଗର ପ୍ରାଥମିକତା, ଖରା ନକମିଲେ ବଢ଼ିପାରେ ସ୍କୁଟ ଛୁଟି

Published By: Ruby – Prameya-News7 Bureau | June 05, 2026 12:05 PM

NEWS7

School Holidays

ଭୁବନେଶ୍ବର ୫।୬: ରାଜ୍ୟରେ ବଢ଼ିପାରେ ଖରାଛୁଟି । ଖରାଛୁଟି ବଢ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ଖରାଛୁଟି ବଢ଼ିବ କି ନାହିଁ ତାହା ସମୟ କହିବ । ସେହି ସମୟରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ଖରା ଯଦି ନ କମେ ତାହାଲେ ଖରା ଛୁଟି ବଢ଼ିପାରେ । ପିଲାଙ୍କ ସୁରକ୍ଷା ଶିକ୍ଷା ବିଭାଗର ପ୍ରାଥମିକତା ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ ।

Scroll to Top