IPL 2026: ବ୍ୟାଟିଂ-ବୋଲିଂରେ କମାଲ, LSGକୁ ସହଜରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ RCB

ipl-2026:-ବ୍ୟାଟିଂ-ବୋଲିଂରେ-କମାଲ,-lsgକୁ-ସହଜରେ-ହରାଇ-ପଏଣ୍ଟ-ଟେବୁଲର-ଶୀର୍ଷରେ-rcb

ବୋଲରଙ୍କ ଘାତକ ବୋଲିଂ ପରେ ବ୍ୟାଟରଙ୍କ କମାଲ। ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଧମାକାଦାର ବିଜୟ ହାସଲ କରିଛି। ଆଇପିଏଲର ୨୨ତମ ମ୍ୟାଚରେ ଆରସିବି ଏଲସଜିକୁ ୫ ଓ୍ଵିକେଟରେ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଏଲଏସଜି ୧୪୬ ରନ କରିଥିଲା। ଜବାବରେ ଆରସିବି ୫ ଓ୍ଵିକେଟ୍ ହରାଇ ୨୯ଟି ବଲ୍ ପୂର୍ବରୁ ମ୍ୟାଚକୁ ସହଜରେ ଜିତି ନେଇଛି।

Published By: Deepak – Prameya-News7 Bureau | April 15, 2026 10:52 PM

NEWS7

RCB vs LSG 2026

RCB vs LSG: ବୋଲରଙ୍କ ଘାତକ ବୋଲିଂ ପରେ ବ୍ୟାଟରଙ୍କ କମାଲ। ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଧମାକାଦାର ବିଜୟ ହାସଲ କରିଛି। ଆଇପିଏଲର ୨୨ତମ ମ୍ୟାଚରେ ଆରସିବି ଏଲସଜିକୁ ୫ ଓ୍ଵିକେଟରେ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଏଲଏସଜି ୧୪୬ ରନ କରିଥିଲା। ଜବାବରେ ଆରସିବି ୫ ଓ୍ଵିକେଟ୍ ହରାଇ ୨୯ଟି ବଲ୍ ପୂର୍ବରୁ ମ୍ୟାଚକୁ ସହଜରେ ଜିତି ନେଇଛି। ବିରାଟ କୋହଲି ସର୍ବାଧିକ ୪୯ ରନ କରିଥିବା ବେଳେ ବାକି ବ୍ୟାଟର ଉପଯୋଗୀ ରନ କରିଛନ୍ତି। ଆରସିବି ପଞ୍ଚମ ମ୍ୟାଚରୁ ଚତୁର୍ଥ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି। ଅନ୍ୟପଟେ ଲକ୍ଷ୍ନୌ ତୃତୀୟ ପରାଜୟ ଭୋଗିଛି।

Updating… 

Scroll to Top