କୋଲକାତା: କୋଲକାତାର ଇଡେନ ଗାର୍ଡେନ୍ସରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳା ଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ 8 ଓ୍ଵିକେଟ୍ ହରାଇ ବିଶାଳ ୨୨୬ ରନ କରିଛି। ଦଳ ପକ୍ଷରୁ ଟ୍ରେଭିସ ହେଡ ୪୬ ରନ ଓ ଅଭିଷେକ ଶର୍ମା ୪୮ ରନର ଧୂଆଁଧାର ଇନିଂସ ଖେଳିଛନ୍ତି।
Published By: Deepak – Prameya-News7 Bureau | April 02, 2026 09:22 PM
NEWS7
କୋଲକାତା: କୋଲକାତାର ଇଡେନ ଗାର୍ଡେନ୍ସରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳା ଯାଛି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ 8 ଓ୍ଵିକେଟ୍ ହରାଇ ବିଶାଳ ୨୨୬ ରନ କରିଛି। ଦଳ ପକ୍ଷରୁ ହେନରିକ କ୍ଲାସେନ ସର୍ବାଧିକ ୫୨ ରନର ଇନିଂସ ଖେଳିଛନ୍ତି। ଟ୍ରେଭିସ ହେଡ ୪୬ ରନ ଓ ଅଭିଷେକ ଶର୍ମା ୪୮ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ନୀତିଶ କୁମାର ରେଡ୍ଡୀ ୩୯ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। କୋଲକାତା ସାମ୍ନାରେ ୨୨୭ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ବୈଭବ ଆରୋରା ଓ ବ୍ଲେସିଂ ମୁଜରବାନି ଦୁଇଟି ଲେଖାଏଁ ନେଇଛନ୍ତି।
Updating…




