ବଡ଼ ଅପଡେଟ୍‌ ; ଗୋଟିଏ ମହାନଗର ନିଗମ ଓ ୫ ପୌରପାଳିକା ଗଠନ ନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ

ବଡ଼-ଅପଡେଟ୍‌-;-ଗୋଟିଏ-ମହାନଗର-ନିଗମ-ଓ-୫-ପୌରପାଳିକା-ଗଠନ-ନେଇ-ଚୂଡ଼ାନ୍ତ-ବିଜ୍ଞପ୍ତି-ପ୍ରକାଶ

ବଡ଼ ଅପଡେଟ୍‌ ; ଗୋଟିଏ ମହାନଗର ନିଗମ ଓ ୫ ପୌରପାଳିକା ଗଠନ ନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ

Published By: Kirti – Prameya-News7 Bureau | March 12, 2026 10:31 AM

NEWS7

break

ପୁରୀ ୧୨।୦୩ : ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି । ଗୋଟିଏ ମହାନଗର ନିଗମ ଓ ୫ ପୌରପାଳିକା ନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁରୀ ମହାନଗର ନିଗମ ଗଠନ ନେଇ ପ୍ରକାଶ ପାଇଥିବା ବେଳେ ବୌଦ୍ଧଗଡ଼, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର ଓ ଆସିକା ପୌରପାଳିକା ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଖବର ଅପଡେଟ୍‌ ଜାରି ରହିଛି..

Scroll to Top