ବିଧାନସଭାରେ ଗ୍ୟାସ୍ ତାତି, ବିରୋଧୀ-ଶାସକ ମୁହାଁମୁହିଁ, ସାଢେ ୧୧ ଯାଏଁ ଗୃହ ମୁଲତବୀ
Published By: Kirti – Prameya-News7 Bureau | March 12, 2026 10:44 AM
NEWS7
ଭୁବନେଶ୍ୱର ୧୨।୦୩ : ବିଧାନସଭା ଅଧିବେଶନର ୪ର୍ଥ ଦିନ । ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା-ହଟ୍ଟଗୋଳ । ରାଜ୍ୟରେ ଗ୍ୟାସ ଅଭାବର ପ୍ରତିବାଦରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା । ଯାହାଫଳରେ ବିଧାନସଭାକୁ ଦିନ ୧୧ ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।
Tags: prameyanews7 Odisha Assembly




