ବଡ଼ ଅପଡେଟ୍ ; ଗୋଟିଏ ମହାନଗର ନିଗମ ଓ ୫ ପୌରପାଳିକା ଗଠନ ନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ
Published By: Kirti – Prameya-News7 Bureau | March 12, 2026 10:31 AM
NEWS7
ପୁରୀ ୧୨।୦୩ : ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି । ଗୋଟିଏ ମହାନଗର ନିଗମ ଓ ୫ ପୌରପାଳିକା ନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁରୀ ମହାନଗର ନିଗମ ଗଠନ ନେଇ ପ୍ରକାଶ ପାଇଥିବା ବେଳେ ବୌଦ୍ଧଗଡ଼, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର ଓ ଆସିକା ପୌରପାଳିକା ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଖବର ଅପଡେଟ୍ ଜାରି ରହିଛି..
Tags: prameyanews7




