କ୍ୟାପିଟାଲ ହସ୍ପିଟାଲ ନିକଟରେ ବଡ଼ ଧରଣର ଉଛେଦ, ବୁଲିଲା ବୁଲଡୋଜର, ଭାଙ୍ଗିଲା ଘର

କ୍ୟାପିଟାଲ-ହସ୍ପିଟାଲ-ନିକଟରେ-ବଡ଼-ଧରଣର-ଉଛେଦ,-ବୁଲିଲା-ବୁଲଡୋଜର,-ଭାଙ୍ଗିଲା-ଘର

କ୍ୟାପିଟାଲ ହସ୍ପିଟାଲ ନିକଟରେ ବଡ଼ ଧରଣର ଉଛେଦ, ବୁଲିଲା ବୁଲଡୋଜର, ଭାଙ୍ଗିଲା ଘର

ଡ୍ରେନ ଉପରେ ଅବରୋଧ କରିଥିବା ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବୁଲିଲା ବୁଲଡୋଜର। ଭାଙ୍ଗିଲା ଘର। ମେୟର ଓ କମିଶନରଙ୍କ ଉପସ୍ଥିତିରେ ଚାଲିଥିଲା ଉଛେଦ ଅଭିଯାନ।

Published By: Prativa – Prameya-News7 Bureau | February 27, 2026 09:50 AM

NEWS7

bmc

ଭୁବନେଶ୍ୱର ୨୭/୦୨: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିକଟରେ ବିଏମସିର ବଡ଼ ଧରଣର ଉଛେଦ । ଡ୍ରେନ ଉପରେ ଅବରୋଧ କରିଥିବା ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବୁଲିଲା ବୁଲଡୋଜର। ଭାଙ୍ଗିଲା ଘର। ମେୟର ଓ କମିଶନରଙ୍କ ଉପସ୍ଥିତିରେ ଚାଲିଥିଲା ଉଛେଦ ଅଭିଯାନ।

also read..

​​​​​​​ବଢ଼ିବ ଗରମ, ଆସନ୍ତା ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ବଢିପାରେ ପାରଦ

କ୍ୟାପିଟାଲ ହସ୍ପିଟାଲ ପଛପଟ ଥିବା ଶବ ବ୍ୟବଚ୍ଛେଦ ଗୃହ ନିକଟ ରାସ୍ତାକୁ ଜବର ଦଖଲମୁକ୍ତ କରାଯାଇଛି । ସ୍ଥାନୀୟ ଲୋକ ଡ୍ରେନ ଏବଂ କଞ୍ଜରଭେଂସି ଲେନକୁ ମାଡିକି ଘର କରିଥିଲେ। ଯାହାକୁ ଆଜି ଭାଙ୍ଗିଛି ବିଏମସି। ସେହିପରି ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡି, ଆମ୍ବୁଲାନ୍ସ କଫିଁନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବିଏମସିର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏ ସବୁକୁ ଉଛେଦ କରିଛି। 

Scroll to Top