ସ୍କୁଟି ଡିକିରୁ ୧୧ ଲକ୍ଷ ୬୩ ହଜାର ଲୁଟ ଘଟଣାରେ ବରପାଲି ପୋଲିସକୁ ବଡ଼ ସଫଳତା l ଗତ ୨୯ ତାରିଖ ବରପାଲିର ହିନ୍ଦୁସ୍ଥାନ ହାର୍ଡୱେର ସାମ୍ନାରୁ ଲୁଟ୍ ହୋଇଥିଲା ଟଙ୍କା l ୨ ଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଟଙ୍କା ନେଇ ଫେରାର ମାରିଥିଲେ l ସିସିଟିଭି ଆଧାରରେ ତଦନ୍ତ ପରେ ୯ ଲକ୍ଷ ୨୪ ହଜାର ୭ଶହ ଟଙ୍କା ଜବତ କରିବା ସହ ଜଣଙ୍କୁ ଗିରଫ କଲା ପୋଲିସ l
Published By: Chinmayee Sahoo
Last updated: 16 August 2025, 10:49 AM IST




