ରାଜଧାନୀରେ ମତୁଆଲା ଯୁବକ ଯୁବତୀ । ଟ୍ରାଫିକ୍ ନିୟମର ଉଡାଇଲେ ଧଜିଆ । ଚଳନ୍ତା ବାଇକରେ ଯୁବତୀଙ୍କୁ ଓଲାଟା ଟାଙ୍କି ଉପରେ ବସାଇ ଚଳାଇଲେ ବାଇକ୍ । ନା ମୁଣ୍ଡରେ ଅଛି ହେଲମେଟ ନା ସୁରକ୍ଷାକୁ କୌଣସି ଚିନ୍ତା ।
Published By: Chinmayee Sahoo
Last updated: 16 August 2025, 10:46 AM IST