Published By: Deepak – Prameya-News7 Bureau | February 04, 2026 04:45 PM
NEWS7
ହରାରେ: ୧୯ ବର୍ଷରୁ କମ ବିଶ୍ଵକପ୍ ୨୦୨୬ରେ ଆଜି ଦ୍ଵିତୀୟ ସେମି ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୪ ଓ୍ଵିକେଟ୍ ହରାଇ ୩୧୦ ରନର ଦମଦାର ସ୍କୋର କରିଛି। ଭାରତ ସମ୍ମୁଖରେ ରହିଛି ୩୧୧ ରନର ବିଜୟ ଲକ୍ଷ୍ୟ। ଫୈଜଲ ସିନୋଜାଦା ୧୧୦ ରନ ଓ ଉଜେରୁଲ୍ଲା ନିଆଜାଇ ୧୦୧ ରନର ଅପରାଜିତ ଇନିଂସ ଖେଳିଛନ୍ତି କରିଛନ୍ତି। ଦୁଇ ବ୍ୟାଟର ୪୮ ରନ ଯୋଡ଼ିଥିଲେ।
Updating…
Tags: prameyanews7




