ନୂଆ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ମିଳିଲା ଦୁଇଟି କିସ୍ତି

ନୂଆ-ସୁଭଦ୍ରା-ହିତାଧିକାରୀଙ୍କ-ଆକାଉଣ୍ଟକୁ-ଗଲା-ଟଙ୍କା,-ବାଦ୍-ପଡ଼ିଥିବା-ହିତାଧିକାରୀଙ୍କୁ-ମିଳିଲା-ଦୁଇଟି-କିସ୍ତି

ନୂଆ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ମିଳିଲା ଦୁଇଟି କିସ୍ତି

Published By: Ruby – Prameya-News7 Bureau | January 22, 2026 12:10 PM

NEWS7

Subhadra Yojana

ଭୁବନେଶ୍ବର ୨୨।୧: ହିତାଧିକାରୀଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା । ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣ୍ଟିଲେ ସୁଭଦ୍ରା କିସ୍ତି । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କ ଖାତାକୁ ଗଲା ଟଙ୍କା । ହିତାଧିକାରୀଙ୍କ ଆକାଉଣ୍ଟକୁ ୩୧୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣ ପାଇଲେ ପ୍ରଥମ କିସ୍ତି । ପ୍ରଥମ ଓ ଦ୍ବିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ମିଳିଲା ଟଙ୍କା । ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ଟଙ୍କା ଦିଆଯାଇଛି । ସେମାନେ ଏକକାଳୀନ ପାଇଛନ୍ତି ଦୁଇଟି କିସ୍ତି । ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ହିତାଧିକାରୀଙ୍କୁ ଟଙ୍କା ମିଳିଛି ।

Scroll to Top