Today Panchang 14th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-14th-august-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ଦିବା ୦୯.୦୫ ଗତେ ମେଷ । ତିଥି – ୬ଷ୍ଠୀ ରାତ୍ରି ୦୨.୦୭ ଗତେ ୭ମୀ । ଘାତଚନ୍ଦ୍ର- ଧନୁ ରାଶିର , ଦିବା ୦୯.୦୫ ଗତେ ମେଷ ରାଶିର । ଘାତବାର –  ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ରାତ୍ରି ୦୨.୦୭ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।

Deepak Acharya

  • Published: Thursday, 14 August 2025
  • Last updated: 14 August 2025, 08:25 AM IST

PanchangCredit: OTV

Panchang

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ଦିବା ୦୯.୦୫ ଗତେ ମେଷ । ତିଥି – ୬ଷ୍ଠୀ ରାତ୍ରି ୦୨.୦୭ ଗତେ ୭ମୀ । ଘାତଚନ୍ଦ୍ର- ଧନୁ ରାଶିର , ଦିବା ୦୯.୦୫ ଗତେ ମେଷ ରାଶିର । ଘାତବାର –  ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ରାତ୍ରି ୦୨.୦୭ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।

ଶୁଭ ସମୟ-

ପ୍ରାତଃ – ୦୫.୩୦ ରୁ ୦୭.୧୧

Also Read

ଦିବା – ୧୦.୩୫ ରୁ ୦୧.୦୭
ରାତ୍ରି – ୦୨.୨୯ ରୁ ୦୩.୧୪

ଅଶୁଭ ସମୟ – 

ରାହୁକାଳ – ଦିବା ୦୧.୨୬ ରୁ ୦୩.୦୧
କାଳବେଳା – ଦିବା ୦୩.୦୧ ରୁ ୦୪.୩୬
ବାରବେଳା- ଦିବା ୦୪.୩୬ ରୁ ୦୬.୧୨
କାଳରାତ୍ରି- ରାତ୍ରି ୧୧.୫୧ ରୁ ୦୧.୧୬

ଓଟିଭି ହ୍ଵାଟ୍ସଅପ

Scroll to Top