ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୩ ତାରିଖ ବୁଧବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୪ର୍ଥୀ ପ୍ରାତଃ ୦୬.୩୬ ଗତେ ୫ମୀ ରାତ୍ରି ୦୪.୨୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ – ନାସ୍ତି ।
Credit: OTV
Panchang

ଶୁଭ ସମୟ-
ପ୍ରାତଃ – ୦୫.୩୦ ରୁ ୦୭.୧୧
Also Read
ଦିବା – ୧୦.୧୬ ରୁ ୧୧.୨୬
ଦିବା – ୦୧.୫୮ ରୁ ୦୫.୨୨
ସନ୍ଧ୍ୟା – ୦୬.୫୮ ରୁ ୧୦.୪୩
ରାତ୍ରି – ୦୧.୪୪ ରୁ ୦୨.୪୦
ରାତ୍ରି – ୦୪.୦୫ ରୁ ୦୫.୩୦
ଅଶୁଭ ସମୟ –
ରାହୁକାଳ – ଦିବା ୧୧.୫୧ ରୁ ୦୧.୨୬
କାଳବେଳା – ଦିବା ୦୮.୪୦ ରୁ ୧୦.୧୬
ବାରବେଳା- ଦିବା ୧୧.୫୧ ରୁ ୦୧.୨୬
କାଳରାତ୍ରି- ରାତ୍ରି ୦୨.୪୦ ରୁ ୦୪.୦୫