ମାଣ୍ଡିଆ ଦିବସରେ ରାଜ୍ୟ ସରକାର ଆୟୋଜନ କରିବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ

ମାଣ୍ଡିଆ-ଦିବସରେ-ରାଜ୍ୟ-ସରକାର-ଆୟୋଜନ-କରିବେ-ସ୍ୱତନ୍ତ୍ର-କାର୍ଯ୍ୟକ୍ରମ,-ଯୋଗଦେବେ-କେନ୍ଦ୍ର-କୃଷିମନ୍ତ୍ରୀ-ଶିବରାଜ-ସିଂ-ଚୌହାନ

Published By: Ruby – Prameya-News7 Bureau | October 24, 2025 12:45 PM

NEWS7

Milet Day

ଭୁବନେଶ୍ବର ୧୦: ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାର ଆୟୋଜନ କରିବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆସନ୍ତା ୧୦ ଓ ୧୧ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୂଚନା ଦେଇଛନ୍ତି ।

Scroll to Top