Published By: Ruby – Prameya-News7 Bureau | October 23, 2025 05:49 PM
NEWS7
କଟକ ୨୩।୧୦: ଇଣ୍ଡୋନେସିଆ ହେଲା ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ପାର୍ଟନର ନେସନ । ପ୍ରଥମ ଥର ପାଇଁ ବାଲିଯାତ୍ରାରେ ହେବ ଇଣ୍ଡୋନେସିଆ ହସ୍ତକଳା ଷ୍ଟଲ୍ । ବାଲିଯାତ୍ରାରେ ହେବ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ନାଇଟ୍ । ପ୍ରଥମ ଥର ପାଇଁ ବାଲିଯାତ୍ରାରେ ହେବ ଥ୍ରୀ–ଡି ଗ୍ୟାଲେରୀ । ଏ ନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ଶିନ୍ଦେ ସୂଚନା ଦେଇଛନ୍ତି ।




