କର ଦାତାଙ୍କ ପାଇଁ ଖୁସି ଖବର…ଇନକମ୍ ଟ୍ୟାକ୍ସ୍ ରିଟର୍ଣ୍ଣ ଫାଇଲିଙ୍ଗ ର ଡେଡଲାଇନ ବଢିଛି…କିନ୍ତୁ ମିସ୍ କଲେ ପେନାଲିଟି ଦେବାକୁ ପଡିବ…
Published By: Tapan Kumar Swain
Last updated: 16 September 2025, 06:36 PM IST
Other Videos
ଗତରାତିରୁ ପ୍ରବଳ ବର୍ଷା ଯୋଗୁଁ ଭାସୁଛି ଡେରାଡୁନ୍ ସହର। ବାଦଲ ଫଟା ବର୍ଷା ପ୍ରଭାବରେ ବହୁ ସ୍ଥାନରେ ସହର ଭିତରେ ପାଣି ପଶିଛି। ତମସା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ତପକେଶ୍ବର ଶିବ ମନ୍ଦିର ବୁଡ଼ି ଯାଇଛି। ପ୍ରକୃତି ବାରମ୍ବାର ଦାଉ ସାଧି ଚାଲିଥିବାରୁ ଡେରାଡୁନ ସହରରେ ଜୀବନ ଦୁର୍ବିସହ ହୋଇ ପଡ଼ିଲାଣି।
Top stories
- O
- Sep 17,2025
- O
- Sep 17,2025
- I
- Sep 17,2025














