Tapkeshwar Temple Submerges: ବନ୍ୟାରେ ବୁଡ଼ିଗଲା ତପକେଶ୍ବର ଶିବ ମନ୍ଦିର

tapkeshwar-temple-submerges:-ବନ୍ୟାରେ-ବୁଡ଼ିଗଲା-ତପକେଶ୍ବର-ଶିବ-ମନ୍ଦିର
  • Home
  • Videos
  • National
  • Tapkeshwar Temple Submerges: ବନ୍ୟାରେ ବୁଡ଼ିଗଲା ତପକେଶ୍ବର ଶିବ ମନ୍ଦିର

ଗତରାତିରୁ ପ୍ରବଳ ବର୍ଷା ଯୋଗୁଁ ଭାସୁଛି ଡେରାଡୁନ୍ ସହର। ବାଦଲ ଫଟା ବର୍ଷା ପ୍ରଭାବରେ ବହୁ ସ୍ଥାନରେ ସହର ଭିତରେ ପାଣି ପଶିଛି। ତମସା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ତପକେଶ୍ବର ଶିବ ମନ୍ଦିର ବୁଡ଼ି ଯାଇଛି। ପ୍ରକୃତି ବାରମ୍ବାର ଦାଉ ସାଧି ଚାଲିଥିବାରୁ ଡେରାଡୁନ ସହରରେ ଜୀବନ ଦୁର୍ବିସହ ହୋଇ ପଡ଼ିଲାଣି।

Published By: Tapan Kumar Swain

Last updated: 16 September 2025, 05:51 PM IST

Other Videos

ଧୃତରାଷ୍ଟ୍ର ପରେ ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ। ନିଜ ସୋସିଆଲ୍ ମିଡିଆ ପେଜ୍ ରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏଥର ଏକ ସନ୍ନ୍ୟାସୀ ଉପାଖ୍ୟାନ ଲେଖିଛନ୍ତି, ଯାହା କି ପରୋକ୍ଷରେ ବିଜେଡିରୁ ସନ୍ନ୍ୟାସ ନେଇଥିବା ଭି.କେ. ପାଣ୍ଡିଆନଙ୍କ ଆଡକୁ ନିଶାନା ବୋଲି ଚର୍ଚ୍ଚା ହେଉଛି।

Shreemayee

Top stories

Copyright © 2025 – Odisha Television Limited All Rights Reserved.

Scroll to Top