ପୁରୀ ବ୍ରହ୍ମଗିରି ବାଲିହରଚଣ୍ଡିରେ ଗଣଦୁଷ୍କର୍ମ ମାମଲାରେ ପୋଲିସର ଖୋଳତାଡ଼। ମୁଖ୍ୟ ଅଭିଯୁକ୍ତ କାଳିଆ ଓରଫ ମନୋଜ ବେହେରାକୁ ଆଜି କୋର୍ଟ ଚାଲାଣ କରାଯିବ। ଘଟଣାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଥିଲା ।
Published By: Chinmayee Sahoo
Last updated: 17 September 2025, 01:02 PM IST
Other Videos
ପୀଡ଼ିତା ମହିଳା ଜଣକ ପୋଲିସକୁ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ବଜାରକୁ ନେଇଯାଇଥିଲେ । ମୋମୋ ଖାଇବାକୁ ଦେଇଥିଲେ ଏବଂ ଖାଇବା ପରେ ସେ ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲେ।
Top stories
- O
- Sep 17,2025
- O
- Sep 17,2025
- I
- Sep 17,2025














