ସୈତାନ ପ୍ରେମିକା, ନୂଆ ବୟଫ୍ରେଣ୍ଡ ସହ ମିଶି ଲିଭ-ଇନ୍-ପାର୍ଟନରକୁ କଲା ହତ୍ୟା

ସୈତାନ-ପ୍ରେମିକା,-ନୂଆ-ବୟଫ୍ରେଣ୍ଡ-ସହ-ମିଶି-ଲିଭ-ଇନ୍-ପାର୍ଟନରକୁ-କଲା-ହତ୍ୟା

ସୈତାନ ପ୍ରେମିକା, ନୂଆ ବୟଫ୍ରେଣ୍ଡ ସହ ମିଶି ଲିଭ-ଇନ୍-ପାର୍ଟନରକୁ କଲା ହତ୍ୟା

Published By: Kirti – Prameya-News7 Bureau | March 03, 2026 10:39 AM

NEWS7

blg

ବେଙ୍ଗାଲୁରୁ ୦୩।୦୩ : କନ୍ନଡ ଇଣ୍ଟଷ୍ଟ୍ରିରୁ ଆସିଛି ଚକିତ କଲା ଭଳି ଖବର । ଅଭିନେତ୍ରୀ ଉର୍ମିଳା ଓରଫ ବିନ୍ଦୁ ନିଜ ଲିଭ-ଇନ୍-ପାର୍ଟନରଙ୍କୁ ଅତି ନିର୍ମମ ଭାବେ କରିଥିବାର ଅଭିଯୋଗ ଆସିଛି । ପୋଲିସକୁ ଏହି ମାମଲାରେ ‘ଟ୍ରାଏଙ୍ଗଲ ମର୍ଡର ମିଷ୍ଟ୍ରି’ ର ଲିଙ୍କ୍ ମିଳିଛି । ଏହାସହିତ ପ୍ରେମିକ ସମେତ ତିନି ଜଣଙ୍କୁ ଗିରଫ କରିଛି ।

Scroll to Top