ସୀମା ବିବାଦକୁ ନେଇ ଉତ୍ତେଜନା : ଓସ୍ତପୁର-କୋଟପଲ୍ଲା ଗାଁରେ ଲାଗିଲା ୧୬୩ ଧାରା

ସୀମା-ବିବାଦକୁ-ନେଇ-ଉତ୍ତେଜନା-:-ଓସ୍ତପୁର-କୋଟପଲ୍ଲା-ଗାଁରେ-ଲାଗିଲା-୧୬୩-ଧାରା

ଖୋର୍ଦ୍ଧା ୬୧୧: ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା । ପୁଣି ଲାଗିଲା ୧୬୩ ଧାରା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଓସ୍ତପୁର-କୋଟପଲ୍ଲା ଗାଁରେ ୧୬୩ ଧାରା ଲାଗୁ ହୋଇଛି । ବୁଧବାର ସୀମା ବିବାଦକୁ ନେଇ ପୋଡାଜଳା ପରସ୍ଥିତି ସୃଷ୍ଟି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।  

Scroll to Top