Published By: Kirti – Prameya-News7 Bureau | November 06, 2025 11:01 AM
NEWS7
ଭୁବନେଶ୍ୱର ୦୬।୧୧ : ପରୀକ୍ଷାରେ ପୁଣି ତ୍ରୁଟି । ଆର୍ଆଇ ଓ ଅମିନ ପରୀକ୍ଷାରେ ସର୍ଭର ଡାଉନ । କାକଟପୁର ITC ସମେତ ବିଭିନ୍ନ ସ୍ଥାନରେ ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଛାତ୍ରଛାତ୍ରୀ । ଯାହାଫଳରେ ପରୀକ୍ଷାରେ କିଛି ସମୟ ପାଇଁ ବିଳମ୍ବ ହୋଇଥିବା ମଧ୍ୟ ଜଣାପଡିଛି ।




