ରାମାୟଣ ଷ୍ଟେଜ୍‌ରେ ଅଶ୍ଳୀଳତା ପରିବେଷଣ ଘଟଣା ପହଞ୍ଚିଲା ଥାନାରେ, କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ

ରାମାୟଣ-ଷ୍ଟେଜ୍‌ରେ-ଅଶ୍ଳୀଳତା-ପରିବେଷଣ-ଘଟଣା-ପହଞ୍ଚିଲା-ଥାନାରେ,-କାର୍ଯ୍ୟାନୁଷ୍ଠାନ-ଦାବି-କଲା-ଓଡ଼ିଶା-ନାଟ୍ୟ-ନିର୍ଦ୍ଦେଶକ-ସଂଘ

ରାମାୟଣ ଷ୍ଟେଜ୍‌ରେ ଅଶ୍ଳୀଳତା ପରିବେଷଣ ଘଟଣା ପହଞ୍ଚିଲା ଥାନାରେ, କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ

Published By: Ruby – Prameya-News7 Bureau | November 18, 2025 10:15 AM

NEWS7

Digapahandi

ଦିଗପହଣ୍ଡି ୧୮୧୧ରାମାୟଣ ଷ୍ଟେଜ୍ରେ ନିଶା ମହାରଣାଙ୍କ ଆଇଟମ୍ ଡ୍ୟାନ୍ସ ସାଙ୍ଗକୁ ସୀତାଙ୍କୁ ଉଲଗ୍ନ ଘଟଣା ପହଞ୍ଚିଲା ଥାନାରେ । ରାମାୟଣରେ ଅପସଂସ୍କୃତି ବାଦ ନାଚରେ ରାବଣର ଆପତ୍ତିଜନକ ଦୃଶ୍ୟ ପ୍ରତିବାଦରେ ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ତରଫରୁ ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି । ଆୟୋଜକଉକ୍ତ ରାମାୟଣର ନିର୍ଦ୍ଦେଶକରାବଣ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ସଂଘ ।

Scroll to Top