ରାଜ୍ୟର ୯ ଜିଲ୍ଲାରେ ଛାତ୍ରୀ ନିର୍ଯାତନାର ୩୨ ମାମଲା ରୁଜୁ : ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତର

ରାଜ୍ୟର-୯-ଜିଲ୍ଲାରେ-ଛାତ୍ରୀ-ନିର୍ଯାତନାର-୩୨-ମାମଲା-ରୁଜୁ-:-ଗୃହରେ-ଗଣଶିକ୍ଷା-ମନ୍ତ୍ରୀଙ୍କ-ଲିଖିତ-ଉତ୍ତର

ରାଜ୍ୟର ୯ ଜିଲ୍ଲାରେ ଛାତ୍ରୀ ନିର୍ଯାତନାର ୩୨ ମାମଲା ରୁଜୁ : ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତର

Published By: Ruby – Prameya-News7 Bureau | September 19, 2025 01:03 PM

NEWS7

Assembly

ଭୁବନେଶ୍ବର ୧୯।୯: ରାଜ୍ୟର ୯ଟି ଜିଲ୍ଲାରେ ଛାତ୍ରୀ ନିର୍ଯାତନାର ୩୨ଟି ମାମଲା ରୁଜୁ ହୋଇଛି । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ଦେଇଛନ୍ତି ।

କନ୍ଧମାଳ ଜିଲ୍ଲାର ବାଲିଗୁଡା ସରକାରୀ ହାଇସ୍କୁଲରେ ସର୍ବାଧିକ ୧୧ଟି ମାମଲା ରହିଛି । ସେହିପରି ସୁନ୍ଦରଗଡ଼ର ଠାକୁରପାଲି ପୁଷ୍ପା ମଞ୍ଜରୀ ସରକାରୀ ହାଇସ୍କୁଲ, ଗୁରୁଣ୍ଡିଆରେ ୨ଟି ଲେଖାଏଁ ମାମଲା ରହିଛି । ସେହିପରି ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି, ମାଲକାନଗିରି, ମୟୁରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ଗୋଟାଏ ଲେଖାଏଁ ମାମଲା ରହିଛି । ଗଞ୍ଜାମ, କେନ୍ଦ୍ରାପଡା, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଦୁଇଟି ଲେଖାଏଁ ମାମଲା ରହିଛି ।

Scroll to Top