ଭୀମସାର ଡାକ୍ତରୀ ଛାତ୍ରଙ୍କୁ ଏମକେସିଜି ଛାତ୍ରଙ୍କ ମାଡ଼ ଅଭିଯୋଗ : ଅନେକ ଛାତ୍ର ଆହତ ସୂଚନା

ଭୀମସାର-ଡାକ୍ତରୀ-ଛାତ୍ରଙ୍କୁ-ଏମକେସିଜି-ଛାତ୍ରଙ୍କ-ମାଡ଼-ଅଭିଯୋଗ-:-ଅନେକ-ଛାତ୍ର-ଆହତ-ସୂଚନା

Published By: Ruby – Prameya-News7 Bureau | October 14, 2025 10:27 AM

NEWS7

VIMSAR

ସମ୍ବଲପୁର ୧୦: ଭୀମସାର ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଅଭିଯୋଗ । ଏମ୍‌କେସିଜି ଛାତ୍ର ମାନେ ମାପିଟ କରିଥିବା ଅଭିଯୋଗ ଆଣିଲେ ଭୀମସାର ଡାକ୍ତରୀ ଛାତ୍ର କୌଣସି ଏକ ସ୍ପୋର୍ଟ୍ସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରହ୍ମପୁର ଯାଇଥିଲେ ଭୀମସାରେ ଡାକ୍ତରୀ ଛାତ୍ର ତେବେ ଏମ୍‌କେସିଜି ସୁକ୍ଷିତ ନୁହେଁ ବୋଲି ଯୋଗ ନଦେଇ ଫେରି ଆସୁଛନ୍ତି ଭୀମସାର ଛାତ୍ରଛାତ୍ରୀ ଏହି ମାପିଟରେ ଅନେକ ଛାତ୍ର ଆହତ ହୋଇଥିବା ଜଣାପଡିଛି ମାଡ ମାରି ବସ୍‌ର କାଚ ଭାଙ୍ଗିଥିବା ସୂଚନା

Scroll to Top