ଦୁର୍ଘଟଣା ପରେ ନିଆଁ ଲାଗି ବାଉଁଶ ବୁଦାରେ ପଶିଗଲା ଗୋରୁ ବୋଝେଇ ଗାଡ଼ି

ଦୁର୍ଘଟଣା-ପରେ-ନିଆଁ-ଲାଗି-ବାଉଁଶ-ବୁଦାରେ-ପଶିଗଲା-ଗୋରୁ-ବୋଝେଇ-ଗାଡ଼ି

ଦୁର୍ଘଟଣା ପରେ ନିଆଁ ଲାଗି ବାଉଁଶ ବୁଦାରେ ପଶିଗଲା ଗୋରୁ ବୋଝେଇ ଗାଡ଼ି

Published By: Kirti – Prameya-News7 Bureau | November 20, 2025 08:58 AM

NEWS7

bdk

ଭଦ୍ରକ ୨୦।୧୧ : ଦୁର୍ଘଟଣା ପରେ ନିଆଁ ଲାଗି ବାଉଁଶ ବୁଦାରେ ପଶିଗଲା ଗୋରୁ ବୋଝେଇ ଗାଡି । ୧୨ ଗୋରୁ ମୃତ, ୩ ଉଦ୍ଧାର। ଭଦ୍ରକ ଗ୍ରାମାଞ୍ଚଳ ଥାନା ବାରମଣ୍ଡା ନିକଟରେ ଘଟିଛି ଏହି ଦୁର୍ଘଟଣା।

ଖବର ଅନୁସାରେ, ଦ୍ରୁତ ଗତିରେ ଯାଉଥିବା ବେଳେ ହମ୍ପସ ପାଇଁ ଭାରସାମ୍ୟ ହରାଇଲା ଗୋରୁ ବୋଝେଇ ଭ୍ୟାନ। ଗାଡ଼ିରେ ନିଆଁ ଲାଗିବା ସହ ବାଉଁଶ ବୁଦାରେ ପଶିଯାଇଥିଲା। ଯେଉଁଥିରେ ୧୨ ଗୋରୁଙ୍କ ମୃତ୍ୟୁ ହୋଇଛି । ୩ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି।

Scroll to Top