ତୃତୀୟ ଲିଙ୍ଗିଙ୍କ ପାଇଁ ରହିବ ସ୍ବତନ୍ତ୍ର କ୍ୟାଟେଗୋରୀ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ଚିଠି

ତୃତୀୟ-ଲିଙ୍ଗିଙ୍କ-ପାଇଁ-ରହିବ-ସ୍ବତନ୍ତ୍ର-କ୍ୟାଟେଗୋରୀ,-ସାମାଜିକ-ନ୍ୟାୟ-ଓ-ସଶକ୍ତୀକରଣ-ବିଭାଗ-ପକ୍ଷରୁ-ଚିଠି

ତୃତୀୟ ଲିଙ୍ଗିଙ୍କ ପାଇଁ ରହିବ ସ୍ବତନ୍ତ୍ର କ୍ୟାଟେଗୋରୀ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ଚିଠି

Published By : Prameya-News7 Bureau | August 16, 2025 IST

ଭୁବନେଶ୍ବର ୧୬।୮: ତୃତୀୟ ଲିଙ୍ଗିଙ୍କ ପାଇଁ ରହିବ ସ୍ବତନ୍ତ୍ର କ୍ୟାଟେଗୋରୀ । ସବୁ ବିଭାଗକୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ଚିଠି । ପୁରୁଷ ଓ ମହିଳାଙ୍କ ପରି ତୃତୀୟ ଲିଙ୍ଗିଙ୍କ ପାଇଁ ଆବେଦନରେ ବ୍ୟବସ୍ଥା ପ୍ରସ୍ତାବ ରହିଛି । ନିଯୁକ୍ତି ଜନିତ ଆବେଦନ ଫର୍ମରେ ତୃତୀୟ ଲିଙ୍ଗିଙ୍କ ପାଇଁ ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଅଫ୍‌ଲାଇନ୍ ହେଉ ବା ଅନ୍‌ଲାଇନ୍ ପୁରୁଷ/ମହିଳା/ତୃତୀୟ ଲିଙ୍ଗି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

You Can Read:

ସମ୍ବଲପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ, ଅଗଷ୍ଟ ୨୮ ସକାଳ ୧୦.୩୩ରୁ ୧୦.୫୫ ମଧ୍ୟରେ ଲାଗି ହେବ ନବାନ୍ନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top