Published By: Sangita – Prameya-News7 Bureau | February 16, 2026 05:43 PM
NEWS7
ସତ୍ୟବାଦୀ : ଚାଟ୍ ଖାଇ ୨୫ରୁ ଉର୍ଦ୍ଧ୍ୱ ଶିଶୁ ଅସୁସ୍ଥ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସାରଙ୍ଗଗୋଡି ପଞ୍ଚାୟତର ଦୋଝାମୁଣ୍ଡାଇ ଗ୍ରାମରେ। ଜାଗର ଯାତ୍ରାରେ କୁନି କୁନି ପିଲା ଚାଟ୍ ଖାଇ ଅସୁସ୍ଥ ହୋଇ ପଡ଼ିଥିବା ଜାଣା ପଡ଼ିଛି । ସେମାନଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ଭର୍ତି କରାଯାଇଛି। ସ୍ଥିତି ଅଧିକ ବିଗିଡିବାରୁ କିଛି ଶିଶୁଙ୍କୁ ପୁରୀ ବଡ଼ ମେଡିକାଲକୁ ସ୍ଥାନାତରିତ କରାଯାଇଥିବା ଯାହା ସ୍ୱଚନା ରହିଛି।
Tags: prameyanews7




