ଘରେ ଥିଲେ ଭାଇ-ଭାଉଣୀ, ସାପ କାମୁଡ଼ାରେ ଚାଲିଗଲା ଜଣଙ୍କ ଜୀବନ

ଘରେ-ଥିଲେ-ଭାଇ-ଭାଉଣୀ,-ସାପ-କାମୁଡ଼ାରେ-ଚାଲିଗଲା-ଜଣଙ୍କ-ଜୀବନ

ଘରେ ଥିଲେ ଭାଇ-ଭାଉଣୀ, ସାପ କାମୁଡ଼ାରେ ଚାଲିଗଲା ଜଣଙ୍କ ଜୀବନ

Published By: Kirti – Prameya-News7 Bureau | October 19, 2025 09:05 AM

NEWS7

break

ବୌଦ୍ଧ ୧୯।୧୦: ବିଶାକ୍ତ ସାପ କାମୁଡାରେ ଚାଲିଗଲା ଶିଶୁ କନ୍ୟାର ଜୀବନ। ସାପ କାମୁଡାରେ ଭଉଣୀ ମୃତ, ଭାଇ ଗୁରୁତର। ମୃତକ ଡମକୁଜ ଗାଁ ହରିହର ପୋଢ଼ ଙ୍କ ଝିଅ ଦେବକୀ ପୋଢ଼ ଏବଂ ଗୁରୁତର ହେଲେ ପୁଅ ପ୍ରହଲ୍ଲାଦ ପୋଢ଼।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଭାଇଭଉଣୀଙ୍କୁ ଘରେ ଥିବା ସମୟରେ ଏକ ବିଶାକ୍ତ ସାପ କାମୁଡି ଦେଇଥିଲା । ଯାହାଫଳରେ ଦୁଇ ଜଣ ଗୁରୁତର ହୋଇଥିଲେ । ଏହାପରେ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ  ବୌଦ୍ଧ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଭାଇଙ୍କ ଚିକିତ୍ସା ଜାରି ରହିଛି । ​​

Scroll to Top