ଓଡ଼ିଶା ଆସିବେ ରାଷ୍ଟ୍ରପତି, ବିଧାନସଭା ଅଧିବେଶନକୁ କରିପାରନ୍ତି ସମ୍ବୋଧନ

ଓଡ଼ିଶା-ଆସିବେ-ରାଷ୍ଟ୍ରପତି,-ବିଧାନସଭା-ଅଧିବେଶନକୁ-କରିପାରନ୍ତି-ସମ୍ବୋଧନ

ଓଡ଼ିଶା ଆସିବେ ରାଷ୍ଟ୍ରପତି, ବିଧାନସଭା ଅଧିବେଶନକୁ କରିପାରନ୍ତି ସମ୍ବୋଧନ

Published By: Kirti – Prameya-News7 Bureau | November 10, 2025 01:56 PM

NEWS7

president

ଭୁବନେଶ୍ୱର ୧୦।୧୧ : ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିପାରନ୍ତି ରାଷ୍ଟ୍ରପତି ଦୌଦଦୀ ମୁର୍ମୁ । ଓଡ଼ିଶା ବିଧାନସଭାର ଆଗାମୀ ଶୀତ ଅଧିବେଶନକୁ ସମ୍ବୋଧନ କରିପାରନ୍ତି ମହାମହିମ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ପୁରା କାର୍ଯ୍ୟକ୍ରମ ଆସିନି, ଆସିବାର ସମ୍ଭାବନା ଅଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

Scroll to Top