ଆଗକୁ ଅଗ୍ରସର ହେଲା ମୌସୁମୀ ବାୟୁ, କେରଳମ୍ ଠାରେ ଦେଶର ମୁଖ୍ୟ ଭୂ-ଭାଗ ଛୁଇଁଲା
Published By: Ruby – Prameya-News7 Bureau | June 04, 2026 12:00 PM
NEWS7
ଭୁବନେଶ୍ବର ୪।୬: କେରଳମ୍ ଛୁଇଁଲା ମୌସୁମୀ ବାୟୁ । ଜୁନ୍ ୪ ତାରିଖରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂ-ଭାଗକୁ କେରଳମ୍ ଠାରେ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛ । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ରେ ମଧ୍ୟ ସୂଚନା ଦେଇଛନ୍ତି ।
Tags: Weather Update




