US-India trade deal: ଆମେରିକା-ଭାରତ ଟ୍ରେଡ୍ ଡିଲ୍ ପୁଣି ବିଳମ୍ବ ହୋଇପାରେ: ସୁପ୍ରିମକୋର୍ଟ ରାୟ ଆସିବା ପରେ ଘୁଞ୍ଚିଲା ବୈଠକ !

us-india-trade-deal:-ଆମେରିକା-ଭାରତ-ଟ୍ରେଡ୍-ଡିଲ୍-ପୁଣି-ବିଳମ୍ବ-ହୋଇପାରେ:-ସୁପ୍ରିମକୋର୍ଟ-ରାୟ-ଆସିବା-ପରେ-ଘୁଞ୍ଚିଲା-ବୈଠକ-!

US-India trade deal: ସୁପ୍ରିମକୋର୍ଟ ରାୟ ଆସିବା ପରେ ବଦଳିଲା ଭାରତର ଆଭିମୁଖ୍ୟ। ପୁଣି ଆମେରିକା-ଭାରତ ଡିଲ୍ ବିଳମ୍ବ ହୋଇପାରେ। ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବୈଠକ ଘୁଞ୍ଚିଲା !

Published By: abinash – Prameya-News7 Bureau | February 22, 2026 04:01 PM

NEWS7

US-India trade deal

ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ଡିଲ୍ ପୁଣି ଥରେ ବିଳମ୍ବ ହୋଇପାରେ। କାରଣ ଦୁଇ ଦେଶ ମଧ୍ୟରେ ୨୩ ତାରିଖରୁ ୱାଶିଂଟନରେ ବୈଠକ ହେବାର ଥିଲା। ହେଲେ ଏହି ବୈଠକ ପୁଣି ଘୁଞ୍ଚିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ପେବ୍ରୁଆରୀ ୭ ତାରିଖରେ ଦୁଇ ଦେଶ ମିଳିତ ଭାବେ ଅନ୍ତରୀଣ ବାଣିଜ୍ୟ ଡିଲ୍ ନେଇ ଘୋଷଣା କରିଥିଲେ। ୨୩ ତାରିଖରେ ହେବାକୁ ଥିବା ବୈଠକରେ ଏହି ଟ୍ରେଡ୍ ଡିଲ୍ ଉପେର ଫ୍ରେମକ ଚୂଡ଼ାନ୍ତ ହେବାର ଥିଲା। ହେଲେ ଏହା ବିଳମ୍ବ ହୋଇପାରେ।

Scroll to Top