Today Panchang 9th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-9th-august-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୯ ତାରିଖ ଶନିବାର । ଚନ୍ଦ୍ର- ମକର ରାତ୍ରି ୦୨.୧୦ ଗତେ କୁମ୍ଭ । ତିଥି – ପୂର୍ଣ୍ଣିମା ଦିବା ୦୧.୨୪ ଗତେ ପ୍ରତିପଦ । ଘାତଚନ୍ଦ୍ର- ସିଂହ ରାଶିର ରାତ୍ରି ୦୨.୧୦ ଗତେ ମିଥୁନ ଓ ମୀନ ରାଶିର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ– ୧ପାଦ-କୃଷିହାନି-ଭୂମିଦାନ

Deepak Acharya

  • Published: Saturday, 09 August 2025
  • Last updated: 09 August 2025, 09:58 AM IST

PanchangCredit: OTV

Panchang

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୯ ତାରିଖ ଶନିବାର । ଚନ୍ଦ୍ର- ମକର ରାତ୍ରି ୦୨.୧୦ ଗତେ କୁମ୍ଭ । ତିଥି – ପୂର୍ଣ୍ଣିମା ଦିବା ୦୧.୨୪ ଗତେ ପ୍ରତିପଦ । ଘାତଚନ୍ଦ୍ର- ସିଂହ ରାଶିର ରାତ୍ରି ୦୨.୧୦ ଗତେ ମିଥୁନ ଓ ମୀନ ରାଶିର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ– ୧ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ

ଦିବା – ୧୦.୧୬ ରୁ ୦୧.୧୮

Also Read

ରାତ୍ରି – ୦୮.୩୦ ରୁ ୧୦.୪୪

ରାତ୍ରି – ୧୨.୧୪ ରୁ ୦୧.୪୪

ରାତ୍ରି – ୦୨.୨୯ ରୁ ୦୩.୫୯

ଅଶୁଭ ସମୟ 

ରାହୁକାଳ – ଦିବା ୦୮.୪୦ ରୁ ୧୦.୧୬

କାଳବେଳା – ପ୍ରାତଃ ୦୫.୨୮ ରୁ ୦୭.୦୪ ଓ ଦିବା ୦୪.୩୯ ରୁ ୦୬.୧୫

ବାରବେଳା- ଦିବା ୦୧.୨୭ ରୁ ୦୩.୦୩

କାଳରାତ୍ରି- ସନ୍ଧ୍ୟା ୦୬.୧୫ ରୁ ୦୭.୩୯ ଓ ରାତ୍ରି ୦୪.୦୪ ରୁ ୦୫.୨୯

ଓଟିଭି ହ୍ଵାଟ୍ସଅପ

Scroll to Top