Today Panchang 8th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-8th-august-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୮ ତାରିଖ ଶୁକ୍ରବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି – ୧୪ଶୀ ଦିବା ୦୨.୧୨ ଗତେ ପୂର୍ଣ୍ଣିମା ।  ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର –  ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ– ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୨୭ ପର୍ଯନ୍ତ ।

Deepak Acharya

  • Published: Friday, 08 August 2025
  • Last updated: 08 August 2025, 08:17 AM IST

PanchangCredit: OTV

Panchang

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୮ ତାରିଖ ଶୁକ୍ରବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି – ୧୪ଶୀ ଦିବା ୦୨.୧୨ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର –  ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ– ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୨୭ ପର୍ଯନ୍ତ ।

ଶୁଭ ସମୟ 

ପ୍ରାତଃ- ୦୫.୨୮ ରୁ ୦୬.୧୯

Also Read

ପ୍ରାତଃ – ୦୭.୧୦ ରୁ ୦୮.୪୦
ଦିବା- ୧୨.୧୭ ରୁ ୦୨.୫୧
ଦିବା – ୦୪.୩୩ ରୁ ୦୬.୧୫
ରାତ୍ରି – ୦୭.୪୫ ରୁ ୦୯.୦୪
ରାତ୍ରି – ୦୧.୪୪ ରୁ ୦୩.୫୯

ଅଶୁଭ ସମୟ 

ରାହୁକାଳ – ଦିବା ୧୦.୧୬ ରୁ ୧୧.୫୨
କାଳବେଳା – ଦିବା ୧୦.୧୬ ରୁ ୧୧.୫୨
ବାରବେଳା- ଦିବା ୦୮.୪୦ ରୁ ୧୦.୧୬
କାଳରାତ୍ରି- ରାତ୍ରି ୦୯.୦୪ ରୁ ୧୦.୨୮

ଓଟିଭି ହ୍ଵାଟ୍ସଅପ

Scroll to Top