Today Panchang 7th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-7th-august-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୭ ତାରିଖ ଗୁରୁବାର। ଚନ୍ଦ୍ର- ଧନୁ ରାତ୍ରି ୦୮.୧୦ ଗତେ ମକର। ତିଥି – ୧୩ଶୀ ଦିବା ୦୨.୨୮ ଗତେ ୧୪ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୦୮.୧୦ ଗତେ ସିଂହ ରାଶିର। ଘାତବାର –  ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ– ଦିବା ୦୨.୦୦ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

Deepak Acharya

  • Published: Thursday, 07 August 2025
  • Last updated: 07 August 2025, 07:37 AM IST

PanchangCredit: OTV

Panchang

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୭ ତାରିଖ ଗୁରୁବାର। ଚନ୍ଦ୍ର- ଧନୁ ରାତ୍ରି ୦୮.୧୦ ଗତେ ମକର। ତିଥି – ୧୩ଶୀ ଦିବା ୦୨.୨୮ ଗତେ ୧୪ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୦୮.୧୦ ଗତେ ସିଂହ ରାଶିର। ଘାତବାର –  ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ– ଦିବା ୦୨.୦୦ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

ଶୁଭ ସମୟ –

ପ୍ରାତଃ- ୦୫.୨୮ ରୁ ୦୭.୧୦

Also Read

ଦିବା- ୧୦.୩୫ ରୁ ୦୧.୦୯
ରାତ୍ରି – ୦୨.୨୯ ରୁ ୦୩.୧୪

ଅଶୁଭ ସମୟ – 

ରାହୁକାଳ – ଦିବା ୦୧.୨୮ ରୁ ୦୩.୦୪
କାଳବେଳା – ଦିବା ୦୩.୦୪ ରୁ ୦୪.୪୦
ବାରବେଳା- ଦିବା ୦୪.୪୦ ରୁ ୦୬.୧୬
କାଳରାତ୍ରି- ରାତ୍ରି ୧୧.୫୨ ରୁ ୦୧.୧୬

ଓଟିଭି ହ୍ଵାଟ୍ସଅପ

Scroll to Top