ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ। ଇଂରାଜୀ ୨୪ ତାରିଖ ରବିବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି – ପ୍ରତିପଦ ଦିବା ୧୧.୪୮ ଗତେ ୨ୟା । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୧ପାଦ – କୃଷିହାନି-ଭୂମିଦାନ ଦିବା ୧୧.୪୮ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୨.୦୬ ଗତେ ୩ପାଦ – କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ।
Credit: OTV
Panchang

ଶୁଭ ସମୟ-
ପ୍ରାତଃ – ୦୫.୩୨ ରୁ ୦୯.୪୩
Also Read
ଦିବା – ୦୧.୨୨ ରୁ ୦୧.୫୪
ସନ୍ଧ୍ୟା – ୦୬.୫୦ ରୁ ୦୯.୦୮
ରାତ୍ରି – ୧୨.୧୧ ରୁ ୦୧.୧୫
ରାତ୍ରି – ୦୨.୪୧ ରୁ ୦୩.୧୫
ଅଶୁଭ ସମୟ –
ରାହୁକାଳ – ଦିବା ୦୪.୩୦ ରୁ ୦୬.୦୪
କାଳବେଳା – ଦିବା ୧୧.୪୮ ରୁ ୦୧.୨୨
ବାରବେଳା- ଦିବା ୧୦.୧୪ ରୁ ୧୧.୪୮
କାଳରାତ୍ରି- ରାତ୍ରି ୦୧.୧୫ ରୁ ୦୨.୪୧